www.samajalive.in
Saturday, December 6, 2025
19.1 C
Bhubaneswar

ୟୁଟ୍ୟୁବ୍ ଦେଖି ରୋଜଗାର କରୁଛନ୍ତି ଦେଢ କୋଟି….

ନୂଆଦିଲ୍ଲୀ: ରୋଜଗାରର ପନ୍ଥା ଦେଖାଇଲା ୟୁଟ୍ୟୁବ୍। ଯେଉଁ ବ୍ୟକ୍ତି ଚାକିରିରେ ଦୀର୍ଘ ସମୟ ବିତାଇବା ପରେ ମଧ୍ୟ ମାସ ଶେଷରେ ପକେଟ୍ ଖର୍ଚ୍ଚ ପାଇଁ ଟଙ୍କା ବାକି ନଥାଏ । ସେ ଆଜି ମାସକୁ ୧.୪ କୋଟି ଟଙ୍କା କମାଉଛନ୍ତି।  ୟୁଟ୍ୟୁବ୍ ରୁ ଏକ ଭିଡିଓ ଦେଖିବା ପରେ ଏସବୁ ସମ୍ଭବ ହୋଇଛି। ଦିନ ଥିଲା ଆଦମ ନାମକ ଜଣେ ବ୍ୟକ୍ତି ବର୍ଷକୁ ୭୦ ଲକ୍ଷ ଟଙ୍କା କମାଉଥିଲେ। କିନ୍ତୁ ଆଜି ସେ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଉପରେ ୯୮ ଲକ୍ଷ ଟଙ୍କାର ଲୋନ୍ ଥିବାବେଳେ ତାକୁ ମଧ୍ୟ ସେ ସୁଝି ସାରିଛନ୍ତି। କିଛି ଅଧିକ ରୋଜଗାର ଆଶାରେ ସେ ଫୁଡ୍ ଡେଲିଭରି କାମ ମଧ୍ୟ କରୁଥିଲେ। ହେଲେ ସେଥିରେ ମଧ୍ୟ ସେ ସନ୍ତୁଷ୍ଟ ନଥିଲେ। ଡିସେମ୍ବର ମାସରେ ଲୁମବର୍ଗ ଆରିଜନଲ୍ସ ହାଓ ରିମୋର୍ଟ ଓ୍ବର୍କର୍ସ ଆର ସିକ୍ରେଟ୍ ଜଗଳିଙ୍ଗ ମଲଟିପୁଲ ନାମକ ଏକ ଭିଡିଓ ପୋଷ୍ଟ କରିଥିଲେ। ଯାହାକୁ ଦେଖିବା ପରେ ଆଦମ ମଧ୍ୟ ସେମିତି କିଛି କରିବାକୁ ଚିନ୍ତା କରିଥିଲେ।  ଅଧିକ ରୋଜଗାର କରି କିପରି ଋଣମୁକ୍ତ ହେବି , ତାହା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଲିଙ୍କ୍‌ଡିନ୍ ସେ ପ୍ରୋଫାଇଲ ଦେଖି ଜଣେ ନିଯୁକ୍ତିଦାତା ମୋତେ ଚାକିରି ଦେଇଥିଲେ। ଦୁଇ ସପ୍ତାହ ମଧ୍ୟରେ ମତେ ଚାକିରି ମିଳିଥିଲା। ଆଦମ୍ କହିଛନ୍ତି ଆଜି ସେ ତାଙ୍କ ସାଙ୍ଗ ମାନଙ୍କଠାରୁ ମଧ୍ୟ ଅଧିକ ରୋଜଗାର କରୁଛନ୍ତି।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories