www.samajalive.in
Sunday, December 14, 2025
14.1 C
Bhubaneswar

କଣ୍ଟାବାଞ୍ଜିକୁ ଜିଲ୍ଲା ଘୋଷଣା ଦାବି- ୧୨ ଘଣ୍ଟିଆ ବନ୍ଦ ଡାକରା

କଣ୍ଟାବାଞ୍ଜି -କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବିକୁ ନେଇ, ଜିଲ୍ଲା ସଂଘର୍ଷ ସମିତି ତରଫରୁ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦେଇଛି. ସୋମବାର ସନ୍ଧ୍ୟାରେ ସ୍ଥାନୀୟ ହରିଭବନ ଠାରେ ଜିଲ୍ଲା ସଂଘର୍ଷ ସମିତି ର ଏକ ଗୁରୁତ୍ୱ ପୁର୍ଣ ବୈଠଜ ସଭାପତି ଶେଷଦେବ ପୁଟେଲ ଙ୍କ ଅଧକ୍ଷତା ବସି, ମଙ୍ଗଳବାର ସଖାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ ପାଇଁ ନିଷ୍ପତି ନିଆ ଯାଇଥିଲା

ସନ୍ଧ୍ୟାରେ ଡାକବାଜି ଯନ୍ତ୍ର ସାହାଯ୍ୟ ରେ ବନ୍ଦ ପାଇଁ ସହର ରେ ପ୍ରଚାର କରାଯାଇ ଥିଲା ଜିଲ୍ଲା ସଂଘର୍ଷ ସମିତି ତରଫରୁ. ଏହିବନ୍ଦ ରେ ଜରୁରୀ ସେବା କୁ ବାଦ ଦିଆ ଯାଇଥିବା ବେଳେ,ଯାନ ବାହାନ, ଗାଡିଚଳାଚଳ ସ୍ୱାଭାବିକ ରହିବ, କେବଳ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ବନ୍ଦ ରହିବବୋଲି ଜିଲ୍ଲା ସଂଘର୍ଷ ସମିତି ସଭାପତି ସୂଚନା ଦେଇଛନ୍ତି ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories