www.samajalive.in
Sunday, December 14, 2025
19.1 C
Bhubaneswar

ଭତ୍ତାଧାରୀଙ୍କୁ ଛତା ପାଇଁ ୧୦୦ ଟଙ୍କା

ଭୁବନେଶ୍ୱର : ଜାତୀୟ ସାମାଜିକ ନିରାପତ୍ତା ଏବଂ ମଧୁବାବୁ ପେନ୍‍ସନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଛତା କିଣିବାକୁ ସରକାର ୧୦୦ଟଙ୍କା ପ୍ରଦାନ କରିବେ। ଉପରୋକ୍ତ ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଭତ୍ତା ପାଉଥିବା ପ୍ରତି ହିତାଧିକାରୀଙ୍କୁ ଚଳିତବର୍ଷ ଗ୍ରୀଷ୍ମକାଳୀନ ସହାୟତା ସ୍ୱରୂପ ଏହି ଅର୍ଥ ପ୍ରଦାନ କରାଯିବ। ସରକାର ଏ ସଂକ୍ରାନ୍ତ ନିଷ୍ପତ୍ତି ନେଇଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ନିତେନ ଚନ୍ଦ୍ର ଜଣାଇଛନ୍ତି।
ଏହି ସମସ୍ତ ଯୋଜନାରେ ଭତ୍ତା ପାଉଥିବା ରାଜ୍ୟର ୪୩ ଲକ୍ଷ ୨୫ ହଜାର ୪୬୭ଜଣ ହିତାଧିକାରୀ ଛତା କିଣିବା ପାଇଁ ସହାୟତା ଅର୍ଥ ପାଇବେ। ଏହି ହିତାଧିକାରୀମାନଙ୍କୁ ଚଳିତମାସ ୧୫ ତାରିଖ ଜନସେବା ଦିବସ ଦିନ ନିୟମିତ ଭତ୍ତା ସହ ଛତା ପାଇଁ ଅର୍ଥ ପ୍ରଦାନ କରାଯିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories