www.samajalive.in
Wednesday, December 10, 2025
14.1 C
Bhubaneswar

ମୋ ବସ ଯାତ୍ରୀଙ୍କୁ ମିଳିବ ମାଗଣା ଖବର କାଗଜ ପଢିବାର ସୁବିଧା

ଭୁବନେଶ୍ୱର: ଏଣିକି ମୋ ବସରେ ଯାତ୍ରା କରୁଥିବା ସମୟରେ ଯାତ୍ରୀ ପାଇପାରିବେ ମାଗଣାରେ ଖବର କାଗଜ ପଡିବାର ସୁବିଧା। ମୋ ବସରେ ଆରମ୍ଭ ହୋଇଛି ନ୍ୟୁଜ ପେପର ଅନ ହ୍ୱିଲ୍‍ ବ୍ୟବସ୍ଥା। ରବିବାର ସିଆରୟୁଟିର ଏମଡି ଅରୁଣ ବୋଥ୍ରା ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବରେ ୪୪ ଟି ଏସି ବସରେ ଖବର କାଗଜ ବଣ୍ଟନ କରାଯାଇଛି। ରବିବାର ମୋ ବସରେ ଇଂରାଜୀ ପେପର ଯୋଗେଇ ଦିଆଯାଇ ଥିବା ବେଳେ ଖୁବ ଶୀଘ୍ର ଓଡିଆ ପେପର ସହ ମାଗାଜିନ ଏବଂ ବିଭିନ୍ନ ପୁସ୍ତକ ଯୋଗାଇ ଦିଆଯିବ ବୋଲି ସିଆରୟୁଟିର ଏମଡି ଅରୁଣ ବୋଥ୍ରା କହିଛନ୍ତି। ରାଜ୍ୟ ସରକାରଙ୍କ ମୋ ବସ ସେବା ଅନୁସାରେ ପ୍ରତିଦିନ ଟ୍ୱିନସିଟିରେ ପ୍ରାୟ ୨୦୦ଟି ମୋ ବସ୍ ଚଳାଚଳ କରୁଛି। ପ୍ରତିଦିନ ମୋ ବସରେ ୭୦୦୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଯିବାଆସିବା କରୁଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories