www.samajalive.in
Sunday, December 7, 2025
18.1 C
Bhubaneswar

ଅନୁଗୁଳ ଏସପି ଭାବେ ଦାୟିତ୍ବ ଗ୍ରହଣ କଲେ ଜଗମୋହନ ମିନା

ଅନୁଗୁଳ : ଅନୁଗୁଳ ଏସପି ଭାବେ ଜଗମୋହନ ମିନା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ସ୍ଥାନରେ ଥିବା ମିତ୍ରଭାନୁ ମହାପାତ୍ରଙ୍କ କେନ୍ଦୁଝର ବଦଳି ପରେ ମାଲକାନଗିରି ଏସପି ଜଗମୋହନ ମିନାଙ୍କୁ ଅନୁଗୋଳ ଏସପି ଭାବେ ଦାୟିତ୍ବ ଦିଆଯାଇଛି। ୨୦୧୩ ବ୍ୟାଚ ଆଇପିଏସ ଅଫିସର ଶ୍ରୀ ମିନା ୨୦୧୭ରେ ପ୍ରଥମ କରି ମାଲକାନଗିରି ଏସପି ଭାବେ ନିଯୁକ୍ତି ପାଇଥିଲେ। ଜିଲା ପୁଲିସ ମୁଖ୍ୟାଳୟରେ ଆଜି ଦାଇତ୍ୱ ଗ୍ରହଣ ପରେ ଜିଲାର ସମସ୍ତ ପୁଲିସ ଅଧିକାରୀମାନେ ତାଙ୍କୁ ସାକ୍ଷାତ କରିଥିଲେ। ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ ଲୋକମାନଙ୍କ ପାଇଁ ୨୪ ଘଣ୍ଟା କାର୍ୟ୍ୟ କରି ସେମାନଙ୍କ ବିଶ୍ୱାସ ଭାଜନ ହେବା ପାଇଁ ପୁଲିସର ଆଭିମୁଖ୍ୟ ରହିବ ବୋଲି ଶ୍ରୀ ମିନା ପ୍ରକାଶ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories