www.samajalive.in
Friday, December 12, 2025
16.1 C
Bhubaneswar

ଖୁବଶୀଘ୍ର ବଜାରକୁ ଆସିବ ଚାରୋଟି କ୍ୟାମେରା ଥିବା ସ୍ମାର୍ଟଫୋନ

ନୂଆଦିଲ୍ଲୀ : ନିକଟରେ ସାମସଙ୍ଗ କମ୍ପାନୀ ତାର ଦୁଇଟି ନୂଆ ସ୍ମାର୍ଟଫୋନ ଗାଳାକ୍ସି ନୋଟ୍ ୧୦ ଏବଂ ନୋଟ ୧୦ପ୍ଲସର ବଜାର ପ୍ରବେଶ କରିଥିଲା। ଏହି ଦୁଇଟି ସ୍ମାର୍ଟଫୋନ ଅଗଷ୍ଟ ୨୦ରେ ଭାରତୀୟ ବଜାରରେ ପ୍ରବଶେ କରିବ।

ଏହି ସମୟରେ ଭାରତରେ ଏଭଳି ଦୁଇଟି ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି ଯେଉଁଥିରେ ଚାରୋଟି କ୍ୟାମେରା ରହିବା ସହିତ ୫ହଜାର ଏମଏଚର ବ୍ୟାଟେରୀ ରହିଛି। ଯାହାର ମୂଲ୍ୟ ମାତ୍ର ୧୦ହଜାର ଟଙ୍କା। ତେବେ ଆସନ୍ତୁ ଏହି ଫୋନ ବାବଦରେ ବିସ୍ତାରରରେ ଜାଣିବା-

- Advertisement -

ଓପୋର ସବ ବ୍ରାଣ୍ଡ ରିଅଲମି ଅଗଷ୍ଟ ୨୦ରେ ତାର ଦୁଇଟି ସ୍ମାର୍ଟଫୋନ ରିଅଲମି-୫ ଏବଂ ରିଅଲମି ୫ପ୍ରୋର ବଜାର ପ୍ରବେଶ କରିବ। ରିଅଲମିର ସିଇଓ ମାଧବ ସେଟ୍ଟ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରିଅଲମି ଚାରୋଟି କ୍ୟାମେରା ସହ ମାତ୍ର ୧୦ହଜାର ଟଙ୍କା ମୂଲ୍ୟରେ ଭାରତରେ ପ୍ରଥମ ଥର ପାଇଁ ବିକ୍ରି ହେବ।

ଏହି ଦୁଇଟି ଫୋନରେ କ୍ବାଲାକମର ସ୍ନାପଡ଼୍ରାଗନ୍ ୬୬୫ପ୍ରୋସେସର ମିଳିବ। ଏମିତି ପ୍ରୋସେସର ଥିବା ଏପର୍ଯ୍ୟନ୍ତ ଭାରତରେ କୌଣସି ସ୍କାର୍ଟଫୋନ ଲଞ୍ଚ ହୋଇନାହିଁ। ଏହି ଦୁଇଟି ସ୍କାର୍ଟଫୋନର ବିକ୍ରି ଅନଲାଇନ୍ ଷ୍ଟୋର ଫ୍ଲିପକାର୍ଟରୁ ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories