www.samajalive.in
Saturday, December 13, 2025
14.1 C
Bhubaneswar

ତକିଆ ତଳେ ରସୁଣ ରଖି ଶୋଇବା ଦ୍ବାରା ମିଳିଥାଏ ଚମତ୍କାରୀ ଲାଭ

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ ରସୁଣ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ। ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ଶରୀରର ଅନେକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ହେଲେ କ’ଣ ଆପଣ ଏକଥା ଜାଣନ୍ତି ଯେ, ରସୁଣକୁ ତକିଆ ତଳେ ରଖି ଶୋଇବା ଦ୍ବାରା ଆମକୁ ଅଦ୍ଭୁତ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ତକିଆ ତଳେ ରସୁଣ ରଖି ଶୋଇଲେ ଆମର କ’ଣ ଉପକାର ହୋଇଥାଏ –

କିଛି ଲୋକଙ୍କୁ ରାତିରେ ଠିକ୍‌ ଭାବେ ନିଦ ହୋଇନଥାଏ। ରାତିରେ ନିଦ ନହେଲେ ଶରୀରରେ ଅନେକ ରୋଗ ଦେଖାଦିଏ। ତେଣୁ ସେମାନେ ରାତିରେ ଶୋଇବା ବେଳେ ତକିଆ ତଳେ ରସୁଣ ରଖି ଶୋଇଲେ ଲାଭ ମିଳିଥାଏ। ଏହାଦ୍ବାରା ଭଲ ନିଦ ହୋଇଥାଏ।

- Advertisement -

ସେହିପରି ରାତିରେ ଶୋଇବା ପରେ ବିଭିନ୍ନ ପ୍ରକାର ଦୁଃସ୍ବପ୍ନ ଓ ବିଭ୍ରାନ୍ତିକର କଥା ମନକୁ ଆସିଥାଏ। ରସୁଣ ତକିଆ ତଳେ ରଖି ଶୋଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories