www.samajalive.in
Sunday, December 7, 2025
18.1 C
Bhubaneswar

ଏସବୁ ସଙ୍କେତ ମିଳିଲେ ଜାଣନ୍ତୁ ଆସୁଛି ଶୁଭ ସମୟ

ଆମ ଦୈନନ୍ଦିନ ଜୀବନରେ ଏପରି କିଛି ଘଟଣା ଘଟିଥାଏ ଯାହା ଆମକୁ କିଛି ସଙ୍କେତ ଦେଇଥାଏ। ହେଲେ ଆମେ ତାହା ଜାଣିପାରି ନଥାନ୍ତି ଏବଂ ସେସବୁକୁ ଅଣଦେଖା କରନ୍ତି। କିଛି ଘଟଣା ଶୁଭ ସଙ୍କେତ ଦେଇଥାଏ ତ କିଛି ଅଶୁଭ। ତେବେ ଆସନ୍ତୁ ଜାଣିବା କେଉଁ ସଙ୍କେତ ମିଳିଲେ ଆପଣ ଜାଣିବେ ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଇଛି ବା ଶୁଭ ସମୟ ଆସୁଛି।

-ସକାଳେ ଘରର ଦ୍ବାର ପାଖରେ ଗାଈ ହମ୍ବା ରଡ଼ି ଛାଡ଼ିଲେ ଏହାକୁ ଖୁବ୍ ଶୁଭ ବୋଲି କୁହାଯାଏ। ଏପରି ହେଲେ ଜାଣି ରଖନ୍ତୁ ଆପଣଙ୍କ ଜୀବନରେ କିଛି ଭଲ ଘଟିବାକୁ ଯାଉଛି।

- Advertisement -

-ଯଦି ଆପଣଙ୍କ ଘର ଅଗଣାରେ ମାଙ୍କଡ଼ ଆମ୍ବ ପେନ୍ଥା ଆଣି ପକାଇଥାଏ ତେବେ ଏହା ଆପଣଙ୍କ ବ୍ୟବସାୟରେ ଲାଭ ହେବାର ସଙ୍କେତ ଦେଇଥାଏ।

-ଘରର ଦକ୍ଷିଣ ଭାଗରେ ହରଡ଼ ଚଢ଼େଇ ବୋବାଇଲେ, ଏହା ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବାର ସଙ୍କେତ ହୋଇଥାଏ।

-ଯଦି ଆପଣଙ୍କ ଘର ଛାତରେ କିମ୍ବା କାନ୍ଥରେ କଳା ପିମ୍ପୁଡ଼ି ରହିବା ଆରମ୍ଭ କରନ୍ତି ତେବେ ଏହା ଶୁଭ ବୋଲି କୁହାଯାଇଥାଏ।

-ଯଦି କୌଣସି ଭଲ କାମ ପାଇଁ ଆପଣ ଘରୁ ବାହାରୁଛନ୍ତି ଓ କୌଣସି ବ୍ୟକ୍ତି ଗୁଡ଼ କିଣୁଥିବା କିମ୍ବା ଗୁଡ଼ ନେଇଯାଉଥିବା ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ। ଏହାଦ୍ବାରା ଆପଣଙ୍କୁ କାର୍ଯ୍ୟରେ ଲାଭ ବା ସଫଳତା ମିଳିବ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories