www.samajalive.in
Tuesday, December 9, 2025
17.1 C
Bhubaneswar

ଭୁଲରେ ମଧ୍ୟ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ : ବଢିବ ଓଜନ

ଆଜିକାଲି ଓଜନ ବଢିବା ସମସ୍ୟାକୁ ନେଇ ବହୁତ ଲୋକ ଚିନ୍ତିତ। କାରଣ ଏବେ ସ୍ଲିମ୍ ଟ୍ରିମ୍ର ଯୁଗ। ତେଣୁ ସମସ୍ତେ ପତଳା ଶରୀର ପାଇବା ପାଇଁ ଚେଷ୍ଟିତ। ହେଲେ ଏହା ହୁଏତ ଆପଣ ଜାଣି ନଥିବେ ଯେ, ଏପରି କିଛି ଖାଦ୍ୟ ଅଛି ଯାହାକୁ ରାତିରେ ଶୋଇବା ପୂର୍ବରୁ ଖାଇବା ଦ୍ବାରା ଓଜନ ବଢିବାର ଶତପ୍ରତିଶତ ଆଶଙ୍କା ଥାଏ। ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଦ୍ବାରା ଓଜନ ବୃଦ୍ଧି ପାଇଥାଏ –

-ରାତିରେ ଶୋଇବା ପୂବର୍ରୁ ବଟର୍ ଖାଇବା ଅନୁଚିତ୍। ବଟର ଖାଇଲେ ଓଜନ ଖୁବ ଶୀଘ୍ର ବଢେ। ଏଥିପାଇଁ ରାତିରେ ବଟରରେ ତିଆରି ହୋଇଥିବା କୌଣସି ଖାଦ୍ୟ ଖାଇବା ଅନୁଚିତ୍। ଓଜନ ବଢିବା ସମସ୍ୟା ଥିଲେ ରାତିରେ ଘିଅ ବା କ୍ରିମ୍ ମଧ୍ୟ ଖାଇବା ଅନୁଚିତ୍।

- Advertisement -

-ରାତିରେ ଶୋଇବା ପୂର୍ବରୁ ହ୍ବାଇଟ୍ ବ୍ରେଡ୍ ଖାଇବା ଉଚିତ ନୁହେଁ। ହ୍ବାଇଟ୍ ବ୍ରେଡ଼୍ ଖାଇଲେ ଉଚ୍ଚ ରକ୍ତ ଚାପ ଓ ରକ୍ତରେ ଶର୍କରା ମାତ୍ରା ବଢିଥାଏ। ଏଥିରେ ଫାଇବର ଭରପୁର ମାତ୍ରାରେ ଥାଏ। ଯେଉଁଥିପାଇଁ ଶରୀରରେ ଫ୍ୟାଟ୍ ମାତ୍ରା ବଢିଥାଏ।

-କଦଳୀ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ହେଲେ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇବା ଦ୍ବାରା ଓଜନ ବଢିବାର ବହୁତ ସମ୍ଭାବନା ଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories