ପୁରୀ: ସମ୍ବିଧାନର ଧାରା ୨୫କୁ ସଂଶୋଧନ କରିବାକୁ ପୁରୀ ଶଙ୍କରାଚାର୍ଯ୍ୟ ଜଗଦ୍ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପରାମର୍ଶ ଦେଇଛନ୍ତି। ବୁଦ୍ଧ, ଜୈନ ଏବଂ ଶିଖଙ୍କୁ ଦିଆଯାଇଥିବା ସଂଖ୍ୟାଲଘୁ ମାନ୍ୟତା ପ୍ରତ୍ୟାହାର କରିନେବା ଉଚିତ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଶଙ୍କରାଚାର୍ଯ୍ୟ ଗୁରୁବାର ପରାମର୍ଶ ଦେଇଛନ୍ତି।
Popular Categories



