www.samajalive.in
Tuesday, December 9, 2025
16.1 C
Bhubaneswar

ମହିଳା ମାଓବାଦୀ କମାଣ୍ଡର ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମନ୍ତରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ସି.ଆର.ପି.ଏଫ ଦ୍ୱାରା କୁମ୍ବିଂ ଅପରେସନ ଚାଲିଥିବା ବେଳେ ଜଣେ ମହିଳା ମାଓବାଦୀ କମାଣ୍ଡରକୁ ପୁଲିସ ଗିରଫ କରିଛି । ସୁକୁମା ପିଡ଼ମେଲ ଜଙ୍ଗଲରେ ଏକ ବୈଠକରେ ଯୋଗ ଦେବାକୁ ଯାଉଥିବା ସମୟରେ ଯବାନମାନେ ତାକୁ ଗିରଫ କରିଛନ୍ତି । ଗିରଫ ମହିଳା ମାଓବାଦୀ ହେଲା ସଙ୍ଗୀତା ଏବଂ ସେ ବହୁତ ଗୁଡିଏ ମାଓ ହିଂସା ଘଟାଇଥିବା ପୁଲିସ କହିଛି । ପୁଲିସ ଯବାନ ଉପରେ ଆକ୍ରମଣ, ଇନଫର୍ମର ସନ୍ଦେହରେ ଆଦିବାସୀଙ୍କୁ ହତ୍ୟା କରିବା ଏବଂ ଗାଡି ପୋଡି ଭଳି ଅନେକ ଅପରାଧିକ ମାମଲା ସଙ୍ଗୀତା ନାମରେ ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories