www.samajalive.in
Sunday, December 7, 2025
14.1 C
Bhubaneswar

ଦୁର୍ବଳତା ଦୂର କରି ଶରୀରକୁ ମଜବୁତ୍ କରିବା ପାଇଁ ଖାଆନ୍ତୁ ଏହି ଜିନିଷ

ସାଧାରଣତଃ ଆଜିକାଲି ଅନେକ ଲୋକ ଦୁର୍ବଳତାର ଶିକାର ହେଉଛନ୍ତି। ଅନିୟମିତ ଖାଦ୍ୟପେୟ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ହେଉଛି ଏହାର ମୁଖ୍ୟ କାରଣ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଔଷଧ ଆଦି ସେବନ କରିଥା’ନ୍ତି। ତେବେ ଘରୋଇ ଉପାୟରେ ଏହି ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ। ଏପରି କିଛି ଜିନିଷ ଅଛି ଯାହାକୁ ନିୟମିତ ଖାଇବା ଦ୍ବାରା ଦୁର୍ବଳତା ଦୂର ହେବା ସହ ଶରୀର ସୁସ୍ଥ ଓ ସତେଜ ରହିଥାଏ। ଆସନ୍ତୁ ଜାଣିବା ନିୟମିତ କ’ଣ ଖାଇବା ଦ୍ବାରା ଶରୀର ଶକ୍ତିଶାଳୀ ଏବଂ ମଜବୁତ ହେବ –

ଗଜାବୁଟ : ପ୍ରତିଦିନ ସକାଳେ ଉଠି ଗଜାବୁଟ ସେବନ କରିବା ଦ୍ବାରା ଶରୀର ଶକ୍ତିଶାଳୀ ହୋଇଥାଏ। ଗଜାବୁଟରେ ଫାଇବର୍, କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ଆଦି ତତ୍ତ୍ବ ରହିଥାଏ। ଯାହା ଶରୀରକୁ ସୁସ୍ଥ ଓ ଶକ୍ତିଶାଳୀ ହେବାରେ ସହାୟକ ହୋଇଥାଏ।

- Advertisement -

ସୋୟାବିନ୍ : ଯଦି ଆପଣ ନିୟମିତ ସୋୟାବିନ୍ ଖାଉଛନ୍ତି ତେବେ ଆପଣଙ୍କ ଶରୀରରେ ପ୍ରୋଟିନର ଅଭାବ ହେବ ନାହିଁ ଏବଂ ଶରୀର ଶକ୍ତିଶାଳୀ ତଥା ମଜବୁତ୍ ହେବ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories