www.samajalive.in
Friday, December 12, 2025
14.1 C
Bhubaneswar

ଜାମସେଦପୁର : ଦୁର୍ଘଟଣାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଖଜୁରୀଜୁଆଣି ଗ୍ରାମର ରାହାସବିହାରୀ ନାୟକଙ୍କ ପୁଅ ଚିତ୍ରସେନ ନାୟିକା(୨୫) ଙ୍କର ଗତ ରାତି ୧୦ଟା ସମୟରେ ବାଇକ୍ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି । ଚିତ୍ରସେନ ଗତ ତିନିବର୍ଷ ହେଲା ଜାମସେଦପୁର ର ଓଡିଶା ମାଙ୍ଗାନିଜ ମିନେରାଲ୍ସ ରେ ଚାକିରି କରୁଥିଲେ ଶନିବାରରେ ସି ସିପ୍ଟ ଡ୍ୟୁଟି କରିବା ପାଇଁ ବାଇକ୍ ଯୋଗେ ଯାଉଥିବା ସମୟରେ ଦୁର୍ଘଟଣାରେ ତାଙ୍କର ପରଲୋକ ଘଟିଛି । ଏହି ଖବର ଖଜୁରୀଜୁଆଣି ଗ୍ରାମର ଶୋକର ଛାୟା ଖେଳିଯାଇଛି । ପରିବାରର ଏକମାତ୍ର ରୋଜଗାର କ୍ଷମ ପୁଅକୁ ହରାଇ ପରିବାର ପାଗଳପ୍ରୟ ହୋଇଯାଇଥିବା ବେଳେ ଆଜି ଜାମସେଦପୁର ରେ ଶବ ବ୍ୟବଚ୍ଛେଦ ହୋଇ ଖଜୁରୀଜୁଆଣି ଅଭିମୁଖେ ବାହାରି ଥିବା ସୂଚନା ମିଳିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories