www.samajalive.in
Thursday, December 11, 2025
16.1 C
Bhubaneswar

ଡଷ୍ଟବିନ୍‌ରେ ଅଳିଆ ପକାଉଛି ହାତୀ, ଦେଖନ୍ତୁ ଭିଡିଓ

ମଣିଷମାନେ ବି ଅନେକ ସମୟରେ ନିୟମକୁ ପାଳନ କରନ୍ତି ନାହିଁ । ସ୍ୱଛ ଓ ପରିଷ୍କାର ରିହବା ପାଇଁ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଏପରି ଅନେକ ଲୋକ ଅଛନ୍ତି ନଳାରେ ଓ ରାସ୍ତାରେ ଅଳିଆ ଫିଙ୍ଗନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଚାଲିଥିବା ବେଳେ ଖୋଲାରେ ଶୌଚ ହେଉଛନ୍ତି । ମାତ୍ର ଏକ ପର୍ଯ୍ୟଟନ କ୍ଷେତ୍ରରେ ହାତୀ ବାହାରେ ପଡିଥିବା ଅଳଆକୁ ଡଷ୍ଟବିନ୍‌ରେ ପକାଉଥିବା ଭିଡିଓ ଭାଇରାଲ୍‌ ହୋଇଛି । ହଜାର ହଜାର ସଂଖ୍ୟାରେ ଲୋକ ଏହାକୁ ସେୟାର କରିଥିବା ବେଳେ ପ୍ରଶଂସା ବି କରିଛନ୍ତି ।

ଟ୍ୱିଟରରେ ନେଚରସ୍‌ ଲିଷ୍ଟ @NatureIsLit ନାମକ ଟ୍ୱିଟର ହେଣ୍ଡଲରେ ଏହାକୁ ପୋଷ୍ଟ କରାଯାଇଛି । ଏଥିରେ ହାତୀଟି ଡଷ୍ଟବିନ୍‌ ବାହାରେ ପର୍ଯ୍ୟଟକମାନେ ପକାଉଥିବା ଅଳିଆକୁ ଡଷ୍ଟବିନ୍‌ରେ ପକାବା ପରେ ସେଠାରୁ ଚାଲିଯାଉଛି । ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଥିଲା ।

- Advertisement -

ଆଲେଖ୍ୟ ଓ ଗ୍ରାଫିକ୍ସ-ଜିତ୍‌ ପଟ୍ଟନାୟକ
ଖବର ଉତ୍ସ – ଟ୍ୱିଟର

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories