www.samajalive.in
Sunday, December 14, 2025
26.1 C
Bhubaneswar

ଜାମ୍ମୁ କାଶ୍ମୀର : ରାଜ୍ୟପାଳଙ୍କ ସାମ୍ନାରେ ଜାତୀୟ ସଂଗୀତକୁ ଅସମ୍ମାନ

ଜାମ୍ମୁ : ଜାମ୍ମୁ କାଶ୍ମୀରରେ ୨୧ ଫେବୃଆରୀରେ ସରକାରଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସାମ୍ନାରେ ଜାତୀୟ ସଂଗୀତକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ଜାତୀୟ ସଂଗୀତକୁ ଅସମ୍ମାନ କରିଥିବାରୁ ଜଣେ ସରକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ସାହିତ୍ୟ ଏବଂ ସାଂସ୍କୃତିକ ଉତ୍ସବ ଉଦ୍‌ଘାଟନ ବେଳେ ଜାତୀୟ ସଂଗୀତକୁ ଅସମ୍ମାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଏନ୍‌ଏନ୍‌ ଭୋହରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଜାତୀୟ ସଂଗୀତ ଗାନ କରାଗଲା ବେଳେ ଜାମ୍ମୁ କାଶ୍ମୀର ଜେକେଏଏସ୍‌ିଏଲର ଅଧିକାରୀ ସୟଦ ଇଫି୍‌ତିଖାର ଅହମ୍ମଦ ଠିଆ ହୋଇନଥିଲେ । ଏନେଇ ସ୍ପଷ୍ଟି କରଣ ଦେବାକୁ ଅଧିକାରୀ ଜଣକୁ କୁହାଯାଇଥିବା ସୂଚନା ମିଳିଛି ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories