www.samajalive.in
Saturday, December 13, 2025
26.1 C
Bhubaneswar

କ୍ରିକେଟ ବିଶ୍ବକପ : ୱେଷ୍ଟଇଣ୍ଡିଜ ବୋଲିଂ ଆଗରେ ଧରାଶାୟୀ ହେଲା ପାକିସ୍ତାନ ବ୍ୟାଟିଂ, ପାକିସ୍ତାନ ୧୦୫ରନରେ ଅଲଆଉଟ୍

ନଟିଂହାମ୍ : ଆଇସିସି ବିଶ୍ବକପ୍-୨୦୧୯ର ଦ୍ବିତୀୟ ମ୍ୟାଚରେ ଶୁକ୍ରବାର ୱେଷ୍ଟଇଣ୍ଡିଜ ବୋଲିଂ ଆଗରେ ପାକିସ୍ତାନର ବ୍ୟାଟିଂ ବିପର୍ୟ୍ୟୟ ଘଟିଛି। ପାକିସ୍ତାନ ଦଳ ସମ୍ପୂର୍ଣ୍ଣ ୫୦ଓଭର ଖେଳିବାରେ ଅକ୍ଷମ ହୋଇଛି। ପାକିସ୍ତାନ ମାତ୍ର ୧୦୫ରନ କରି ଅଲଆଉଟ ହୋଇଯାଇଛି। ବିଶ୍ବକପର ଦ୍ବିତୀୟ ମ୍ୟାଚରେ ଶୁକ୍ରବାର ୱେଷ୍ଟ ଇଣ୍ଡିଜ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନର ପୂରା ଟିମ୍ ୨୧.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୦୫ ରନ୍ କରିବା ପରେ ୱେଷ୍ଟଇଣ୍ଡିଜକୁ ୧୦୬ ରନ୍ ଟାର୍ଗେଟ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories