www.samajalive.in
Wednesday, December 10, 2025
14.1 C
Bhubaneswar

ମୋଦୀଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି ନିର୍ବାଚନ କମିଶନ: ରାହୁଲ

ନୂଆଦିଲ୍ଲୀ: ରବିବାର ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଶେଷ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ କମିଶନ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଅନୁଗାମୀଙ୍କ ପାଖରେ ନିର୍ବାଚନ କମିଶନ ଆତ୍ମ ସମର୍ପଣ କରିଥିବା ସ୍ପଷ୍ଟ ଏବଂ କମିଶନ ଏବେ ସମ୍ମାନଜନକ ସଂସ୍ଥା ହୋଇ ରହିନାହିଁ।

ରାହୁଲ ଟ୍ୱିଟ କରିଛନ୍ତି, ‘ନିର୍ବାଚନ କାର୍ଯ୍ୟକ୍ରମରେ ହେରଫେର ପାଇଁ ନିର୍ବାଚନୀ ବଣ୍ଡ ଓ ଇଲେକ୍ଟ୍ରୋନିକ ଭୋଟିଂ ମେସିନ, ନମୋ ଟିଭି, ମୋଦୀ ସେନା ଏବଂ କେଦାରନାଥ ଡ୍ରାମା ପ୍ରମାଣିତ କରୁଛି ଯେ ନିର୍ବାଚନ କମିଶନ ମୋଦୀଙ୍କ ପାଖରେ ନିଜକୁ ସମର୍ପଣ କରିସାରିଛନ୍ତି। କମିଶନଙ୍କୁ ଭୟ ସୃଷ୍ଟି କରାଇବା ପାଇଁ ବ୍ୟବହାର କରାଯାଉଛି ଏବଂ ସେହି ସଂସ୍ଥା ପ୍ରତି ଆଉ ଲୋକମାନଙ୍କର ସମ୍ମାନବୋଧ ନାହିଁ।’

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories