ପୁରୀ : ଗଜପତି ରାଜା ଦିବ୍ୟସିଂହ ଦେବ ଶନିବାର ବାତ୍ୟା ଫନିରେ ଶ୍ରୀମନ୍ଦିରର ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ରାଜା ଦିବ୍ୟସିଂହ ଦେବ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। କ୍ଷୟକ୍ଷତି ଅନୁଧ୍ୟାନ ସମୟରେ ଗଜପତି ମହାରାଜାଙ୍କ ସହ ଛତିଶା ନିଯୋଗ ନାୟକ ଓ ରାଜପୁରୋହିତ ଉପସ୍ଥିତ ଥିଲେ।
Popular Categories



