www.samajalive.in
Friday, December 12, 2025
14.1 C
Bhubaneswar

ଆମେରିକା : ଆଲାବାମା ସିନେଟରେ ଭୃଣହତ୍ୟା ନିଷେଧ ବିଲ୍‍ ଗୃହୀତ

ଆଲାବାମା : ଆମେରିକାର ଆଲାବାମା ସିନେଟରେ ଭୃଣହତ୍ୟାକୁ ନିଷେଧ କରି ଏକ ବିଲ୍‍ ଗୃହୀତ ହୋଇଛି । ଏହି ବିଲ୍‍ ଅନୁସାରେ ଗର୍ଭନଷ୍ଟକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ଓ ଯେଉଁ ଡାକ୍ତରମାନେ ଭୃଣହତ୍ୟା କରିବେ, ସେମାନଙ୍କୁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ବିଲ୍‍ ସପକ୍ଷରେ ୨୫ଟି ଭୋଟ୍‍ ଯାଇଥିବା ବେଳେ ଏହା ବିପକ୍ଷରେ ୬ଟି ଭୋଟ୍‍ ଯାଇଥିଲା। ମାନବାଧିକାର ସଂଗଠନ ଆମେରିକାନ ସିଭିଲ ଲିବଟିଜ ୟୁନିଅନ  ଏହାର କାର୍ଯ୍ୟକାରିତାକୁ ରୋକିବା ପାଇଁ ଏକ ଅପିଲ୍‍ କରିବାକୁ ସଂକଳ୍ପ ନେଇଛି।
କିନ୍ତୁ ଯେଉଁମାନେ ବିଲ୍‍କୁ ସମର୍ଥନ କରୁଛନ୍ତି, ସେମାନେ ଏହାକୁ ସୁପ୍ରିମକୋର୍ଟକୁ ନେବା ପାଇଁ ପ୍ରସ୍ତୁତ ଅଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories