www.samajalive.in
Sunday, December 14, 2025
14.1 C
Bhubaneswar

ବିବାହ ଉତ୍ସବରେ ବିମାନ ଆକ୍ରମଣ: ୨୦ମୃତ

ସାନ୍ନା  : ୟେମେନ୍‍ର ଏକ ବିବାହ ଉତ୍ସବରେ ବିମାନ ଆକ୍ରମଣ ହେବା ଫଳରେ ୨୦ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ପ୍ରାୟ ୪୦ଜଣ ଗୁରୁତର ଆହତ ହୋଇଛନ୍ତି। ଦେଶର ସରକାରକୁ ସମର୍ଥନ କରୁଥିବା ସାଉଦିଆରବ ନେତୃତ୍ୱରେ ପରିଚାଳିତ ମିଳିତ ଶକ୍ତିକୁ ଦେଶର ହାଉତି ବିଦ୍ରୋହୀମାନେ ଏଥିପାଇଁ ଦାୟୀ କରିଛନ୍ତି। ଏହି ବିଦ୍ରୋହୀମାନେ ଉତ୍ତର ୟେମେନ୍‍ର ଅଧିକାଂଶ ଅଞ୍ଚଳକୁ ନିୟନ୍ତ୍ରଣରେ ରଖିଛନ୍ତି। ଉଦ୍ଧାରକାରୀ ଦଳଙ୍କ କହିବାନୁଯାୟୀ, ହାଉତିଙ୍କ ନିୟନ୍ତ୍ରଣାଧୀନ ହାଜା ରାଜ୍ୟର ବନି କ୍ୱାଇସ୍‍ ଅଞ୍ଚଳରେ ଜେଟ୍‍ ବିମାନ ଯୋଗେ ଏହି ଆକ୍ରମଣ ହୋଇଥିଲା।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories