ସମ୍ବଲପୁର : ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ବାତିଲ କରାଯାଇଛି। ଏହି ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୧୮୩ରେ ଇଭିଏମ ଓ ଭିଭିପାଟର ତ୍ରୁଟିପୂର୍ଣ୍ଣ ସଂଯୋଗ ଯୋଗୁଁ ନିର୍ବାଚନ ବାତିଲ କରାଯାଇଛି।
ଏହି ବୁଥରେ ସାନି ଭୋଟଗ୍ରହଣ ପାଇଁ ନିର୍ବାଚନ କମିଶନକୁ ସୁପାରିସ କରାଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ୧୮୩ନମ୍ବର ବୁଥରେ ନିର୍ବାଚନ ବାତିଲ
Popular Categories



