www.samajalive.in
Monday, December 8, 2025
13.1 C
Bhubaneswar

୫ବର୍ଷ ଭିତରେ ମୋଦୀ ବହୁତ ଅନ୍ୟାୟ କରିଛନ୍ତି: ରାହୁଲ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଳ୍ପ କିଛି ଶିଳ୍ପପତିଙ୍କୁ ଲାଭବାନ୍‌ କରାଇବା ପାଇଁ ସରକାର ଚଳାଉଛନ୍ତି। ଗତ ୫ବର୍ଷ ଭିତରେ ମୋଦୀ ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାହା କିଛି ଶିଳ୍ପପତିଙ୍କୁ ସୁହାଇବା ହୋଇଛି। ପ୍ରଧାନମନ୍ତ୍ରୀ ହିସାବରେ ସେ ବହୁତ ଅନ୍ୟାୟ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି।

ରାଜସ୍ଥାନର ଡୁଙ୍ଗାରପୁରଠାରେ ମଙ୍ଗଳବାର ରାହୁଲ ଏକ ନିର୍ବାଚନୀ ସଭାରେ ଯୋଗଦେଇ କହିଥିଲେ, ବିଜେପି ସରକାର ବିଗତ ୫ବର୍ଷରେ ବହୁ ଅନ୍ୟାୟ କରିଛି। ବିଶେଷକରି ଆଦିବାଦୀମାନେ ଅଧିକ ଅନ୍ୟାୟର ଶିକାର ହୋଇଛନ୍ତି। କଂଗ୍ରେସ ଆଗାମୀ ୫ବର୍ଷରେ ନ୍ୟାୟ କରିବ। ବିଜେପି ସରକାରକୁ ଆସିଲେ ଗରିବଙ୍କ ପକେଟକୁ ୧୫ ଲକ୍ଷ ଟଙ୍କା ଲେଖାଏ ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ତାହା ମିଥ୍ୟା ପ୍ରମାଣିତ ହେଲା। ମାତ୍ର କଂଗ୍ରେସ ସରକାର ଆସିଲେ ୨୨ ଲକ୍ଷ ଯୁବତୀଯୁବକଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ମିଳିବ ବୋଲି ସେ କହିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories