www.samajalive.in
Friday, December 12, 2025
14.1 C
Bhubaneswar

ଅରୁଣାଚଳ ପ୍ରଦେଶରେ ଅନୁଷ୍ଠିତ ହେଲା ଦେଶର ପ୍ରଥମ ମତଦାନ

ନୂଆଦିଲ୍ଲୀ ..-  ଦେଶର ଅନ୍ୟସ୍ଥାନରେ ମତଦାନ ଆରମ୍ଭ ହେବା ପୂର୍ବରୁ ଅରୁଣାଚଳ ପ୍ରଦେଶରେ ମତଦାନ ଅନୁଷ୍ଠିତ ହୋଇଯାଇଛି।  ଭାରତୀୟ-ତିବ୍ଦତ ସୀମା ପୁଲିସର ଯବାନମାନେ ମତଦାନ କରିଛନ୍ତି । ଭାରତ-ତିବ୍ଦତ ସୀମା ପୁଲିସର ପ୍ରମୁଖ ଡିଆଇଜି  ସୁଧାକର ନଟରାଜନ ମତଦାନ କରିଛନ୍ତି ।

ଏପ୍ରିଲ ୧୧ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ।  ହେଲେ ଏହାର ୫ ଦିନ ପୂର୍ବରୁ ସେନାରେ ଥିବା  ଅଧିକାରୀ ଓ ଯବାନମାନେ ମତଦାନ କରିଛନ୍ତି । ଗୁପ୍ତ ଡାକ ମତଦାନ ପତ୍ର ଦ୍ୱାରା ଏମାନେ ମତଦାନ କରିଥିଲେ ।

- Advertisement -

ଭାରରତୀୟ ନାଗରିକ ଯିଏ ସଶସ୍ତ୍ର ବଳରେ କାମ କରନ୍ତି , ଆସାମ ରାଇଫଲ, ସିଆରପିଏଫ୍‌, ବିଏସ୍‌ଏଫ୍‌ , ଆଇଟିବିପିରେ କାର୍ଯ୍ୟରତ ଅଛନ୍ତି  କିମ୍ବା ଭାରତସରକାରଙ୍କ ଅଧିନରେ ବିଦେଶରେ କାର୍ଯ୍ୟ କରୁଛନ୍ତି  ସେମାନେ ଗୁପ୍ତ ଡାକ ମତଦାନ ପାଇଁ ନିଜର ନାମକୁ ସାମିଲ କରିପାରିବେ ।

 

ତାଙ୍କର ନିର୍ବାଚନ କ୍ଷେତ୍ରର ରିଟର୍ଣ୍ଣିଂ ଅଧିକାରୀ ମତଦାତାଙ୍କ ନିକଟକୁ ମତପତ୍ର ପଠାଇ ଥାଆନ୍ତି । ମତଦାତାଙ୍କୁ ଫର୍ମ୧୩ଏ ଉପରେ ଦସ୍ତଖତ କରିବାକୁ ପଡିଥାଏ। ଏହାପରେ ସେମାନଙ୍କ ମତଦାନ ପତ୍ରକୁ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖକୁ ଡାକାଦ୍ୱାରା ପଠାଯାଇଥାଏ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories