ଦିଲ୍ଲୀରେ ପ୍ରବଳ ଗରମ, ୪୫ ଡିଗ୍ରୀ ପାର ହେବ ବୋଲି ପୂର୍ବାନୁମାନ

ନୂଆଦିଲ୍ଲୀ .- ଗ୍ରୀଷ୍ମ ଋତୁ ଆରମ୍ଭରୁ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଇଛି । ଏହା ଆଟ ବର୍ଷର ରେକର୍ଡ କାଟିଛି । ଏପ୍ରିଲ ମାସ ଶେଷସୁଦ୍ଧା ଉତ୍ତର ଭାରତରେ ଲୁ ବହିବା ସହ ତାପମାତ୍ର ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିବ ବୋଲି  ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

prayash

ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଅନେକ ପାଣିପାଗ ବିଜ୍ଞାନ ସଂସ୍ଥା ପୂର୍ବାନୁମାନ କରିଛନ୍ତି । ଏଥିଯୋଗୁଁ  କମ୍‌ ପରିମାଣରେ ବର୍ଷା ହୋଇପାରେ । ଅଗଷ୍ଟମାସ ପର୍ଯ୍ୟନ୍ତ ଗରମ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

kalyan agarbati

Comments are closed.