www.samajalive.in
Saturday, December 13, 2025
21.1 C
Bhubaneswar

ୱେଷ୍ଟ ନାଇଲ ଜ୍ବ​ରରେ ବାଳକର ମୃତ୍ୟୁ

କୋଝିକୋଡ : କେରଳକୁ ଫେରିଛି ଘାତକ ‘ୱେଷ୍ଟ ନାଇଲ’ ଜ୍ବର। ଭୂତାଣୁ ଦ୍ବାରା ବ୍ୟାପୁଥିବା ଏହି ଜ୍ବରରେ ଗତ ସପ୍ତାହକରୁ ଅଧିକ କାଳ ଧରି ଆକ୍ରାନ୍ତ ଜଣେ ୬ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ମାମଲାପୁରମ୍‌ ଅଞ୍ଚଳରେ ଏହି ଭୂତାଣୁ ଠାବ କରାଯିବା ପରେ ସରକାର ପ୍ରତିକାର ବିଧାନ ହାତକୁ ନେଇଛନ୍ତି। ମଶା କାମୁଡ଼ିବା ଦ୍ବାରା ଏହି ଭୂତାଣୁ ବ୍ୟାପିଥାଏ। ଉତ୍ତର ଆମେରିକା​‌େ​‌ର ଏହି ଭୂତାଣୁ ସଂକ୍ରମଣ ଅଧିକ। ଦୁଇ ବର୍ଷ ପୂର୍ବେ କେରଳକୁ ଏହା ଆସିଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories