www.samajalive.in
Friday, December 12, 2025
23.1 C
Bhubaneswar

ନିଯୁକ୍ତି ସମ୍ପର୍କରେ ମୋଦୀଙ୍କ ଗଣିତ ଅଗ୍ରହଣୀୟ – ରାହୁଲ

ନୂଆଦିଲ୍ଲୀ: ୧୦୮ ଜଣ ଅର୍ଥଶାସ୍ତ୍ରୀ ଏବଂ ସମାଜ ବିଜ୍ଞାନୀଙ୍କ ଦ୍ୱାରା ନିଯୁକ୍ତି ସମ୍ପର୍କିତ ସରକାରଙ୍କ ରିପୋର୍ଟ ଉପରେ ଅବିଶ୍ୱାସ ପ୍ରକାଶ ପରେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ମୋଦୀ ବାସ୍ତବ ତଥ୍ୟ ଲୁଚେଇବାକୁ ଚେଷ୍ଟା କରୁଛନ୍ତି। ରାହୁଲ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଲାହିଛନ୍ତି ଯେ, ନିଯୁକ୍ତି ଉପରେ ମୋଦୀଙ୍କ ଅପରାଧିକ ବିଫଳତାର ବାସ୍ତବତାକୁ ଲୁଚେଇବାକୁ ଚେଷ୍ଟା କରାଯାଉଛି। ଏହି ପ୍ରସଙ୍ଗରେ ଏନଡିଏ ସରକାରକୁ ସମାଲୋଚନା କରି ପୁର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦମ୍ବରମ କହିଛନ୍ତି ଯେ ତଥ୍ୟ ଲୁଚେଇବା ଓ ସଠିକ ସୂଚନା ଉପରେ ରୋକ ଲଗେଇବାକୁ ବିଦ୍ୱାନମାନେ ନାପସନ୍ଦ କରିଛନ୍ତି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories