www.samajalive.in
Saturday, December 13, 2025
26.1 C
Bhubaneswar

ବିହାର: ପୁଲିସ ହାଜତରେ ୨ ଅଭିଯୁକ୍ତଙ୍କୁ ଲୁହା କଣ୍ଟା ପିଟି  ହତ୍ୟା କରାଯାଇଥିବା ଅଭିଯୋଗ

ପାଟନା ..-   ବିହାରର ସୀତମଢିରେ ଚୋରି ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଦୁଇଜଣ ଅଭିଯୁକ୍ତଙ୍କର ପୁଲିସ ହାଜତରେ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୁକ୍ତଙ୍କ ଶରୀରରେ  ଲୁହାକଣ୍ଟା ପିଟା ଯାଇଥିବାର ଚିହ୍ନ ଥିବାରୁ , ଏମାନଙ୍କୁ  କଣ୍ଟା ପିଟା ଯାଇ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଶବ ବ୍ୟବଛେଦ ପୂର୍ବର ଏକ ଫଟୋ ଭାଇରାଲ ହୋଇଛି । ଏଥିରେ ଅଭିଯୁକ୍ତମାନଙ୍କର ଶରୀରରେ  କଣ୍ଟା ଫୋଡା ଯାଇଥିବାର ଚିହ୍ନ ରହିଛି । ଏହି ଘଟଣାରେ ୫ ଜଣ ପୁଲିସ କର୍ମୀଙ୍କ ନିଲମ୍ବନ  କରାଯିବା ସହ ଥାନାରେ ମାମଲା ରୁଜୁ କରାଯାଇଛି । ଏକ ମଟରସାଇକେଲ ଚୋରି ଓ ଏହାର ମାଲିକକୁ ହତ୍ୟା ମାମଲାରେ ପୁଲିସ ଗୁଫରାନ ଓ ତସଲିମଙ୍କୁ ଗିରଫ କରିଥିଲା । ଏମାନଙ୍କ ନାମରେ ଆଗରୁ ଅନେକ ଅପରାଧିକ ମାମଲା  ରହିଛି ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories