www.samajalive.in
Friday, December 5, 2025
20.1 C
Bhubaneswar

ଏଥର ପ୍ରମୁଖ ରାସ୍ତାରେ ପାର୍କିଂ ମନା – ନହେଲେ ଗଣିବେ ତଣ୍ଡ

ଭୁବନେଶ୍ୱର -ବିଭିନ୍ନ ସମୟରେ ଅମାନିଆ ଗାଡ଼ି ଚାଳକ ମାନେ ରାଜଧାନୀର ପ୍ରମୁଖ ରାସ୍ତାରେ ବେଆଇନ ଭାବରେ ରାସ୍ତାରେ ଗାଡ଼ି ଗୁଡ଼ିକ ପାର୍କିଂ କରୁଛନ୍ତି । ଏହାଦ୍ଵାରା ସହରରେ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟିବା ସହ ବିଭିନ୍ନ ଛକରେ ଭିଡ଼ ସୃଷ୍ଟି ହେଉଛି। ତାହା ସହ ରାଜଧାନୀର ପ୍ରମୁଖ ରାସ୍ତାରେ ଗଡ଼ିଉଠିଥିବା ବ୍ୟବସାୟ କେଦ୍ର , ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଏବଂ ସହର ଭିତରେ ପ୍ରତ୍ୟେଖ ଦିନ ଯାନବାହାନରେ ଯାତୟାତରେ ଅଧକ ମାତ୍ରାରେ ହେଉଥିବାରୁ ରାସ୍ତାରେ ନାହିଁ ନଥିବା ଭିଡ । ଏହାକୁ ଆଖି ଆଗରେ ରଖି କମିଶନରେଟ୍ ପୁଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି ।

ଓଡ଼ିଶା ଅର୍ବାନ ପୁଲିସ ଆଇନ ଅନୁଯାୟୀ ସହରରେ ଥିବା ପ୍ରମୁଖ ରାସ୍ତାରେ ପାର୍କିଂ ଉପରେ କଟକଣା ଜାରି ହୋଇଛି। ସହର ର ଥିବା ପ୍ରମୁଖ ରାସ୍ତାମାନଙ୍କ ନାମ ଜାଣନ୍ତୁ –

- Advertisement -

ଭିତରେ ରାଜମହଲରୁ ଜୟଦେବ ବିହାର ଦେଇ କଳାରାହାଙ୍ଗ 

 ଏୟାରପୋର୍ଟରୁ ଆଶ୍ଚାର୍ଯ୍ୟ ବିହାର ଛକ ଦେଇ ନାଲ୍କୋଛକ

ଶିଶୁଭବନଛକ ରୁ ରାଜମହଲ

ମାଣ୍ଟରକ୍ୟାଣ୍ଟିନ ରୁ ବାଣୀବିହାର

ରସୁଲଗଡ଼ ରୁ ଜୟଦେବ ବିହାର 

ଶ୍ରୀୟା ରୁ ପିଏଚ୍ଡ଼ି ଛକ

ଗୋପବନ୍ଧୁଛକ ଠାରୁ କଳ୍ପନା

କଳାରାହାଙ୍ଗା ଛକ ଠାରୁ ନନ୍ଦନକାନନ

ସିଆର୍ ପି ଠାରୁ ୟୁନିଟ୍-୮ ଡ଼ିଏଭିସ୍କୁଲ 

ଫାୟାର ଷ୍ଟେସନ ଠାରୁ ସିଟି କଲେଜ 

ଖଣ୍ତଗିରି ଠାରୁ ପୋଖରୀପୁଟ  

ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ ଦେଇ ସାଇ ମନ୍ଦିର ଛକ ପର୍ଯ୍ୟନ୍ତ ପାର୍କିଂ କରିବା କୁ ମନା,କରାଯାଇଛି ।

ଏହି ନିୟମକୁ ଅବମାନନା କଲେ ଜୋରିମାନା ଦେବା ପାଇଁ ପଡିବ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories