www.samajalive.in
Saturday, December 13, 2025
26.1 C
Bhubaneswar

ଏସ୍‌ଆଇ ସ୍କାମ୍: ବ୍ରହ୍ମପୁର କୋର୍ଟରେ ସିବିଆଇ ଟିମ୍

ବ୍ରହ୍ମପୁର : ବ୍ରହ୍ମପୁରରେ ସିବିଆଇ ଟିମ୍। ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ତଦନ୍ତ ଜାରି ରହିଛି। ଏଥିଲାଗି ଆଜି ସିବିଆଇ ଟିମ୍ ବ୍ରହ୍ମପୁର କୋର୍ଟରେ ପହଞ୍ଚିଛନ୍ତି । ସିବିଆଇ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନ କରିପାରେ । ସିବିଆଇ ଟିମ୍ ସହ କ୍ରାଇମବ୍ରାଞ୍ଚ ମଧ୍ୟ ଉପସ୍ଥିତ ରହିଛି। ସିବିଆଇ କୋର୍ଟକୁ କେସ ରେକର୍ଡ ସ୍ଥାନାନ୍ତର କରିବାକୁ ଜେଏମଏଫ୍‌ସି କୋର୍ଟ ରେ ସିବିଆଇ ପିଟିସନ ଦାଖଲ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories