www.samajalive.in
Thursday, December 11, 2025
13.1 C
Bhubaneswar

ମେ ୯ରେ ଖୋଲିବ କେଦାରନାଥ ମନ୍ଦିରର ଦ୍ବାର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଚାରି ଧାମର ଯାତ୍ରା ପୁଣି ଆରମ୍ଭ ହେବାକୁ ଯାଉଛି । ମେ ମାସ ୯ ତାରିଖରେ କେଦାରନାଥ ମନ୍ଦିରର ଦ୍ବାର ଖୋଲା ହେବ । ରୁଦ୍ରପ୍ରୟାଗ ଜିଲା ଉଖିମଠରେ ଥିବା ଓମକାଶ୍ବେର ମନ୍ଦିରରେ ଏନେଇ ଘୋଷଣା କରାଯାଇଛି । ନିୟମାନୁଯାୟୀ ଘୋଷଣା ସମୟରେ ମନ୍ତ୍ର ଉଚ୍ଚାରଣ ଏବଂ ଶଙ୍ଖଧ୍ବନୀ କରାଯାଇଥିଲା । କେଦାରନାଥ ଧାମର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମେ  ୯ ତାରିଖ ସକାଳ ୫ଟା ୩୫ ମିନିଟରେ କେଦାରନାଥ ମନ୍ଦିର ଦ୍ବାର ଖୋଲାଯିବ । ସେହିପରି ଶୁଭ ମୁହୂର୍ତ୍ତ ଅନୁସାରେ ମେ ୧୦ ତାରିଖରେ ଭକ୍ତଙ୍କ ଦର୍ଶନ ପାଇଁ ବଦ୍ରିନାଥ ମନ୍ଦିରର ଦ୍ବାର ଖୋଲାଯିବ ।
ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ୟମୁନେତ୍ରୀ ଧାମର ଦ୍ବାର ବନ୍ଦ କରାଯାଏ । ୬ ମାସର ବ୍ୟବଧାନ ପରେ ଏପ୍ରିଲ ଓ ମେ ମାସରେ ମନ୍ଦିରର ଦ୍ବାର ଖୋଲାଯାଏ । ପ୍ରତି ବର୍ଷ ଉତ୍ତରାଖଣ୍ଡକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories