ବିହାର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ ୬୮ସିଟରେ ଆଗୁଆ ରହିଥିବା ବେଳେ ମହାଗଠବନ୍ଧନ ୫୩ ଓ ଅନ୍ୟ ଦଳ ଗୁଡିକ ୫ଟି ସିଟରେ ଆଗୁଆ ରହିଛନ୍ତି ।
ଏନଡିଏ- ୬୮
ମହାଗଠବନ୍ଧନ- ୫୩
ଅନ୍ୟାନ୍ୟ- ୦୫



