www.samajalive.in
Saturday, December 6, 2025
23.1 C
Bhubaneswar

ବାଲିଯାତ୍ରାରେ ଅଗ୍ନିକାଣ୍ଡ

କଟକ:ଆଜି ଥିଲା କଟକ ବାଲିଯାତ୍ରାର ଦ୍ୱିତୀୟ ଦିନ । ଏବର୍ଷ ନଭେମ୍ବର ୫ ରୁ ବାଲିଯାତ୍ରା ଆରମ୍ଭ ହୋଇ ୧୨ ରେ ଶେଷ ହେବ । କିନ୍ତୁ ,ଆଜି ବୈଷ୍ଣବ ପାଣି ମଞ୍ଚରେ ବିଦୁତ୍ ତାରରୁ ନିଆଁ ବାହାରିଥିଲା । ଏହା ଦେଖି ସଙ୍ଗେସଙ୍ଗେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ ।
ପ୍ରକାଶଥାଉକି ,ଏକ ବଡ ଅଘଟଣରୁ ବଞ୍ଚିଯିବା ନେଇ ,ସ୍ଥାନୀୟ ମହଲରେ ଚର୍ଚା ହଉଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories