www.samajalive.in
Saturday, December 13, 2025
26.1 C
Bhubaneswar

ମେହୁଲ ଚୋକ୍‌ସିଙ୍କ ଭାରତ ପ୍ରତ୍ୟର୍ପଣକୁ ବେଲଜିୟମ୍‌ କୋର୍ଟର ଅନୁମୋଦନ

ଡ଼େସ୍କ: ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ ବେଲଜିୟମ୍ କୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି। ଏହା ସହିତ ୨୦୨୫ ଏପ୍ରିଲ ୧୧ରେ ଆଣ୍ଟୱେର୍ପ ପୁଲିସ ତାଙ୍କୁ ଯେଉଁ ଗିରଫ କରିଥିଲା ତାକୁ ଅଦାଲତ ବୈଧ ଦର୍ଶାଇଛନ୍ତି। ଚୋକସି ଏବେ ବେଲଜିୟମ୍ ଜେଲ୍‌ରେ ବନ୍ଦୀ ଅଛନ୍ତି। ତାଙ୍କର ଏକାଧିକ ଜାମିନ ଆବେଦନକୁ ଅଦାଲତ ଅଗ୍ରାହ୍ୟ କରିଛନ୍ତି। ବେଲଜିୟମ୍ କୋର୍ଟଙ୍କ ନିଷ୍ପତ୍ତିକୁ ଚୋକସି ହାଇକୋର୍ଟରେ ଚାଲେଞ୍ଜ କରିବାର ସୁଯୋଗ ପାଇବେ। ତେଣୁ ଚୋକସି ଏବେ ଭାରତକୁ ଫେରିବାର ସମ୍ଭାବନା ନାହିଁ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩୦୦୦ କୋଟି ଟଙ୍କା ଠକେଇ ମାମଲାରେ ଚୋକସି ଅଭିଯୁକ୍ତ ଥିବା ବେଳେ ​ସେ ଦେଶ ଛାଡି ପଳାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories