www.samajalive.in
Saturday, December 6, 2025
23.1 C
Bhubaneswar

ଦାଉଦ ଗ୍ୟାଙ୍ଗ ପକ୍ଷରୁ ରିଙ୍କୁ ସିଂହଙ୍କୁ ଧମକ

ସମାଜ ଡିଜିଟାଲ ଡେସ୍କ: ଟିମ୍‍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲ୍ଡରୁ ଧମକ ମିଳିଛି । ସୂଚନା ଅନୁଯାୟୀ ରିଙ୍କୁ ସିଂହଙ୍କୁ ଏହି ଧମକ ଦାଉଦ ଗ୍ୟାଙ୍ଗ ଦ୍ୱାରା ଦିଆଯାଇଥିଲା । ଏହି ଘଟଣାରେ ପୁଲିସ କିଛି ବ୍ୟକ୍ତିବିଶେଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ଏହାକୁ ମିଶାଇ ରିଙ୍କୁ ସିଂହ ଚଳିତ ବର୍ଷ ତିନିଇର ଧମକ ପାଇଲେଣି । ତାଙ୍କ ପ୍ରମୋସନାଲ୍‍ ଦଳ ତିନୋଟି ଧମକପୂର୍ଣ୍ଣ ମେସେଜ୍‍ ପାଇଛି । ଦାଉଦ୍‍ ଗ୍ୟାଙ୍ଗ ରିଙ୍କୁ ସିଂହଙ୍କଠାରୁ ୫କୋଟି ଟଙ୍କା ଦାବି କରିଛି । ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ପଚରାଉଚରା ବେଳେ ସେମାନେ ସତ ମାନିଛନ୍ତି । ରିପୋର୍ଟ ଅନୁଯାୟୀ ରିଙ୍କୁ ସିଂହଙ୍କଠାରୁ ଟଙ୍କା ମାଗୁଥିବା ଏହି ଦୁଇ ଜଣଙ୍କୁ ୱେଷ୍ଟଣ୍ଡିଜରେ ଗିରଫ କରାଯାଇଛି । ଜଣଙ୍କର ନାମ ମହମ୍ମଦ ଦିଲଶାଦ ଏବଂ ଅନ୍ୟ ଜଣଙ୍କ ନାମ ମହମ୍ମଦ ନାଭିଦ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories