www.samajalive.in
Sunday, December 14, 2025
26.1 C
Bhubaneswar

ଅଭିନନ୍ଦନଙ୍କୁ ଜାତିସଂଘ ମହାସଚିବଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ପାକିସ୍ତାନରୁ ସୁରକ୍ଷିତ ଭାବେ ଭାରତ ଫେରିବା ଘଟଣାକୁ ଜାତିସଂଘ ମହାସଚିବ ଆଣ୍ଟୋନୀଓ ଗୁଟେରସ୍‍ ସ୍ୱାଗତ କରିଛନ୍ତି। ଜାତିସଂଘର ମୁଖ୍ୟ ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଛନ୍ତି, ଭାରତ ଓ ପାକିସ୍ତାନ ସକରାତ୍ମକ ଚିନ୍ତାଧାରା ନେଇ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବା ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଶ୍ରୀ ଗୁଟେରସ୍‍ ନିବେଦନ କରିଛନ୍ତି। ପୂର୍ବରୁ ଜାତିସଂଘର ମୁଖ୍ୟ ମୁଖପାତ୍ର ଷ୍ଟିଫେନ କହିଥିଲେ ଯେ ଉଭୟ ଭାରତ ଓ ପାକିସ୍ତାନ ଚାହିଁଲେ ଜାତିସଂଘ ମହାସଚିବ ଆଣ୍ଟୋନୀଓ ଗୁଟେରସ୍‍ ଶାନ୍ତି ସ୍ଥାପନ ପାଇଁ ମଧ୍ୟସ୍ଥତା କରିବେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories