www.samajalive.in
Friday, December 12, 2025
26.1 C
Bhubaneswar

ସମୟରେ ହେବ ନିର୍ବାଚନ, ପ୍ରାର୍ଥୀଙ୍କୁ ଦେବାକୁ ପଡ଼ିବ ୫ ବର୍ଷର ଆୟ ବିବରଣୀ: ଆୟୁକ୍ତ

ଲକ୍ଷ୍ନୌ : ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋଡ଼ା ଶୁକ୍ରବାର ଲୋକସଭା ନିର୍ବାଚନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଲକ୍ଷ୍ନୌଠାରେ ସେ କହିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନ ଧାର୍ଯ୍ୟ ସମୟରେ ହେବ। ଏବେ ପ୍ରାର୍ଥୀଙ୍କୁ ୫ ବର୍ଷ ଆୟର ବିବରଣୀ ଦେବାକୁ ପଡ଼ିବ। ଏହା ପୂର୍ବରୁ ପ୍ରାର୍ଥୀଙ୍କୁ କେବଳ ଗୋଟିଏ ବର୍ଷର ଆୟ ବିବରଣୀ ଦେବାକୁ ପଡୁଥିଲା। ଏହାସହ ପାନକାର୍ଡ ଜରିଆରେ ବିଦେଶ ସମ୍ପତ୍ତିର ବିବରଣୀ ଦେବାକୁ ପଡ଼ିବ।
ଆରୋଡ଼ା ଉତ୍ତରପ୍ରଦେଶ ବିଧାନ ପରିଷଦଠାରେ ଗୁରୁବାର ରାଜ୍ୟ ପୁଲିସ୍‍ ଅଧିକାରୀଙ୍କ ସହ ବୈଠକ କରିôତଲେ। ଏହି ଅବସରରେ ସେ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତିର ତଦାରଖ କରିଥିଲେ। ନିର୍ବାଚନ ସମୟରେ କେନ୍ଦ୍ରୀୟ ସୁରକ୍ଷାର ଅଧିକରୁ ଅଧିକ ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଥିବା ଆୟୁକ୍ତ ପ୍ରକାଶ କରିଛନ୍ତି। ସେହିପରି ବାଲାଟ ପେପରରେ ନିର୍ବାଚନ ହେବ ନାର୍ହି, କେବଳ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)ରେ ହିଁ ମତଦାନ ହେବ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories