www.samajalive.in
Friday, December 5, 2025
20.1 C
Bhubaneswar

ମହାଲକ୍ଷ୍ମୀ ରାଜଯୋଗ ସହ ଦୁର୍ଲ୍ଲଭ ସଂଯୋଗ: ଏହି ୩ ରାଶି ହେବେ ହଠାତ୍‌ ଧନୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ସ୍ଥିତି ଓ ଚଳନ ସମୟାନୁସାରେ ବିଭିନ୍ନ ଶୁଭ ଓ ରାଜଯୋଗ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଗ୍ରହଙ୍କ ପରିବର୍ତ୍ତନର ବିଶେଷ ମହତ୍ତ୍ୱ ମଧ୍ୟ ରହିଛି । ଶାସ୍ତ୍ର ଅନୁସାରେ ୨୪ ସେପ୍ଟେମ୍ବରରେ ଚନ୍ଦ୍ର ଓ ମଙ୍ଗଳ ଏକାଠି ହୋଇ ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ଏହି ରାଜଯୋଗ ଫଳରେ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ଗଣନାନୁସାରେ ଚନ୍ଦ୍ରମା ତୁଳା ରାଶିରେ ପ୍ରବେଶ କରିବେ, ଏଠାରେ ପୂର୍ବରୁ ହିଁ ଗ୍ରହଙ୍କ ସେନାପତି ମଙ୍ଗଳ ବିରାଜମାନ । ଏହି ମହାଲକ୍ଷ୍ମୀ ରାଜଯୋଗ ଫଳରେ କିଛି ରାଶିଙ୍କୁ ଧନ-ସମ୍ପତ୍ତି ଓ ସୌଭାଗ୍ୟ ପ୍ରାପ୍ତିି ହେବ ।

କର୍କଟ- ଏହି ରାଶିଙ୍କୁ ସୁଖ ଓ ଧନ-ସମ୍ପତ୍ତି ବୃଦ୍ଧି ହେବ । କାରଣ ଏହି ରାଜଯୋଗ ସମ୍ପତ୍ତି ଓ ସୁଖ ସ୍ଥାନରେ ହେଉଛି । ପରିବାରରେ ହସଖୁସି ବୃଦ୍ଧି ହେବ । ବ୍ୟବସାୟରେ ଲାଭ ହେବ । ହଠାତ୍‌ ଧନ ପ୍ରାପ୍ତିର ଯୋଗ ରହିଛି । ଯାତ୍ରାର ଯୋଗ ରହିଛି ।

- Advertisement -

କନ୍ୟା- ଆର୍ଥିକ ସ୍ଥିତି ମଜଭୁତ ହେବ । ହଠାତ୍‌ ଧନ ଲାଭର ଯୋଗ ରହିଛି । ଅଟକି ଥିବା ଧନ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କୁମ୍ଭ- ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ନୂଆ ନୂଆ ସୁଯୋଗ ମିଳିବ ।

ଜିଏସଟି ପ୍ରଭାବ ; ୨୩,୦୦୦ ପର୍ଯ୍ୟନ୍ତ ଶସ୍ତା ହେଲା ଏହି ଲୋକପ୍ରିୟ ବାଇକ୍‌

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories