www.samajalive.in
Saturday, December 6, 2025
17.1 C
Bhubaneswar

୫ ଆନ୍ତଃରାଜ୍ୟ ଲୁଟେରା ଗିରଫ, ୫୦ରୁ ଊର୍ଦ୍ଧ୍ବ ମୋବାଇଲ ଜବତ

ସମାଜ ଡିଜିଟାଲ ଡେସ୍କ: କମିଶନରେଟ ପୁଲିସ ହାତରେ ଧରାପଡ଼ିଛନ୍ତି ୫ ଆନ୍ତଃରାଜ୍ୟ ଲୁଟେରା। ଏହି ୫ ଜଣ ଝାଡ଼ଖଣ୍ଡର ୩ଟି ପାହାଡ଼ି ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ପୁଲିସ ୫୦ରୁ ଅଧିକ ଚୋରି ମୋବାଇଲ ଫୋନ ଜବତ ହୋଇଛି।

ଅଭିଯୁକ୍ତମାନେ ରାଜଧାନୀ ଭୁବନେଶ୍ଵର ସମେତ ବିଭିନ୍ନ ଅଞ୍ଚଳରୁ ମୋବାଇଲ ଫୋନ ଲୁଟ୍‌ କରୁଥିଲେ। ରାସ୍ତାଘାଟରେ ପଥଚାରୀଙ୍କଠାରୁ ମୋବାଇଲ ଛଡ଼ାଇ ନେଇ ଦ୍ରୁତଗତିରେ ବାଇକରେ ପଳାଉଥିଲେ। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପରେ ଅଧିକ ପଚରାଉଚରା ଚଳାଇଛି। ସେମାନେ ଅନ୍ୟ କୌଣସି ଆପରାଧିକ ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories