www.samajalive.in
Thursday, December 11, 2025
16.1 C
Bhubaneswar

ଶ୍ରୀମନ୍ଦିରରେ ଉପରେ ପୁଣି ଉଡ଼ିଲା ଡ୍ରୋନ; ସୁରକ୍ଷାକୁ ନେଇ ପ୍ରଶ୍ନ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଛି ପ୍ରଶ୍ନବାଚୀ । ନୋ ଫ୍ଲାଇଂ ଜୋନ୍ ଘୋଷଣା ସତ୍ବେ ବି ଗୁରୁବାର ରାତିରେ ପୁଣି ଉଡ଼ିଲା ଡ୍ରୋନ୍ । ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଡ୍ରୋନ୍ ଉଡାଇଲା ତାହା ସ୍ପଷ୍ଟ ହୋଇନାହିଁ । ଖବର ପ୍ରକାଶ ସୁଦ୍ଧା କୌଣସି ସୁରାକ୍ ପାଇପାରି ନାହିଁ ପୋଲିସ । ବେଶ୍ କିଛି ସମୟ ଡ୍ରୋନ୍ ଉଡ଼ିବା ପରେ କେଉଁଆଡେ ଉଭାନ ହୋଇଯାଇଛି । ପୁରୀ ପୋଲିସ ପକ୍ଷରୁ ଘଟଣାର ଖୋଳତାଡ଼ କରାଯାଉଛି ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories