www.samajalive.in
Sunday, December 14, 2025
23.1 C
Bhubaneswar

ଚଟପଟା ଇଟିଲି

ଆବଶ୍ୟକ ସାମଗ୍ରୀ
ସୁଜି – ୨କପ
ବେସନ – ୧କପ
ଦହି – ୧କପ
ଲୁଣ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଅଳ୍ପ
ପନିର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
କଟା କ୍ୟାପସିକମ – ୧ଟି
କଟା ଗାଜର – ୧ଟି
କଞ୍ଚା ଲଙ୍କା – ୨ଟି
ଧନିଆ ପତ୍ର – ଅଳ୍ପ
ବେକିଙ୍ଗ ସୋଡ଼ା – ଅଳ୍ପ
କଟା ଅଦା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ବଡ଼ ପାତ୍ରରେ ସୁଜି, ବେସନ, ଦହି, ଲୁଣ, କଟା ଅଦା, ଗାଜର, କ୍ୟାପସିକମ, କଞ୍ଚା ଲଙ୍କା, ଅଳ୍ପ ଲଙ୍କା ଗୁଣ୍ଡ , ବେକିଙ୍ଗ ସୋଡ଼ା, ପନିରକୁ ସରୁ ସରୁ କାଟି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଏଥିରେ ଧନିଆ ପତ୍ର, ୩ ରୁ ୪ ଚାମଚ ପାଣି ଦେଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଇଟିଲି ଛାଞ୍ଚରେ ତେଲ ଲଗାଇ ଏହି ମିଶ୍ରଣକୁ ଭରନ୍ତୁ। ଏବେ ଗ୍ୟାସ ଲଗାଇ ଇଟିଲି ଛାଞ୍ଚକୁ ୨୦ରୁ ୨୫ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ଇଟିଲି।

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ.. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି ଚାକିରି ଠାରୁୁ ଧନ, ବିବାହ ସବୁଥିରେ ମିଳିବ ବଡ ସଫଳତା, କିଣିବେ ଘର, ଜମି..

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories