www.samajalive.in
Friday, December 5, 2025
23.1 C
Bhubaneswar

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ.. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି ଚାକିରି ଠାରୁୁ ଧନ, ବିବାହ ସବୁଥିରେ ମିଳିବ ବଡ ସଫଳତା, କିଣିବେ ଘର, ଜମି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବତାଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ । ଶନି ପ୍ରାୟ ୩୦ ବର୍ଷ ପରେ ଗୁରୁଙ୍କ ରାଶି ମୀନ ରାଶିରେ ପ୍ରବେଶ କରିଛନ୍ତି । ୨୦୨୭ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଏହି ସମୟ ମଧ୍ୟରେ ତାଙ୍କ ଚଳନରେ ଅନେକ ପରିବର୍ତ୍ତନ ହେବ । ଏହାର ପ୍ରଭାବ ଦେଶ ଦୁନିଆ ସହ ସମସ୍ତ ରାଶି ଉପରେ ମଧ୍ୟ ପଡିବ । ଜୁଲାଇ ମାସରେ ଶନି ମୀନ ରାଶିରେ ଓଲଟା ଚଳନ କରିଛନ୍ତି । ନଭେମ୍ବର ମାସରେ ଶନି ସିଧା ଚଳନ କରିବେ । ଶନି ସିଧା ଚଳନ କରିବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଚାକିରି ବ୍ୟବସାୟରେ ଲାଭ, ଆର୍ଥିକ କ୍ଷେତ୍ରରେ ଉନ୍ନତି ଓ ଅନେକ ସଫଳତା ମିଳିବ ।

ବୃଷ- ଆମଦାନୀରେ ବୃଦ୍ଧି ହେବ । ଧନ ଲାଭ ହେବ । ଚିନ୍ତା ଦୂର ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭବିଷ୍ୟତ ପାଇଁ ବଡ ଯୋଜନା କରିବେ । ଶରୀର ସୁସ୍ଥ ରହିବ । ଧନ ସଞ୍ଚୟ କରିବେ ।

- Advertisement -

ମିଥୁନ- ଭାଗ୍ୟର ସାଥ୍‌ ମିଳିବ । ଧନ ଲାଭର ଯୋଗ ରହିଛି । ଚାକିରି ଓ ବ୍ୟବସାୟୀଙ୍କ ପାଇଁ ସମୟ ଶୁଭଙ୍କର । ବଡ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ରହିଛି । ଦରମା ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ ।

କୁମ୍ଭ- ଏହି ରାଶିଙ୍କୁ ମଧ୍ୟ ସକରାତ୍ମକ ଫଳ ମିଳିବ । ଧନ ପ୍ରାପ୍ତି ସହ ବାଣୀ କାରଣରୁ ସଫଳତା ପାଇବେ । ହଠାତ୍‌ ଧନ ଲାଭର ଯୋଗ ରହିଛି । ନୂଆ ଦାୟିତ୍ୱ ମିଳିବ। ବ୍ୟବସାୟରେ ବଡ ଲାଭ ମିଳିବ। ଲୋକପ୍ରିୟତା ବୃଦ୍ଧି ହେବ।

ମୀନ- ବର୍ତ୍ତମାନ ସମୟରେ ଶନି ମୀନ ରାଶିରେ ଓଲଟା ଚଳନ କରିଛନ୍ତି। ଏହାସହ ସାଢେସାତୀର ୨ୟ ଚରଣ ମଧ୍ୟ ଚାଲୁଛି । ମାତ୍ର ଏହି ରାଶିରେ ସୁଖ-ସମୃଦ୍ଧି ବୃଦ୍ଧି ହେବା ସହ ଅନେକ କ୍ଷେତ୍ରରେ ସଫଳତା ମିଳିବ । ଘରେ ସୁଖଶାନ୍ତିର ବାତାବରଣ ରହିବ। ଶୁଭ ଖବର ମିଳିବ। ଅଟକି ଥିବା କାମ ପୂରଣ ସହ ଧନ ମଧ୍ୟ ପ୍ରାପ୍ତି ହେବ । ନୂଆ ଘର, ଗାଡି, ଭୂମି କିଣିବାର ଯୋଗ ରହିଛି। ଟଙ୍କା ନିବେଶ କରି ଭବିଷ୍ୟତରେ ଲାଭବାନ୍‌ ହେବେ । ପରିବାରରେ ହସଖୁସିର ବାତାବରଣ ରହିବ ।

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ.. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି ଚାକିରି ଠାରୁୁ ଧନ, ବିବାହ ସବୁଥିରେ ମିଳିବ ବଡ ସଫଳତା, କିଣିବେ ଘର, ଜମି..

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories