www.samajalive.in
Sunday, December 14, 2025
26.1 C
Bhubaneswar

ପାନଦୋକାନରେ ଗଞ୍ଜେଇ ବେପାର

ଭୁବନେଶ୍ବର: ରାଜଧାନୀର ଅଧାରୁ ଅଧିକ ପାନଦୋକାନରେ ବେଆଇନ ଭାବେ ଗଞ୍ଜେଇ କାରବାର ଚାଲୁଛି। ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନବିହାର ଅଞ୍ଚଳରେ ଥିବା ଏକ ପାନ ଦୋକାନରେ ସ୍ବତନ୍ତ୍ର ଅପରାଧ ଶାଖା(ଏସ୍‌ସିୟୁ)ଦଳ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ସିଗାରେଟ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ରହିଥିବା ଦୋକାନୀକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ରବୀନ୍ଦ୍ର ନାଥ ମିଶ୍ର। ବିପୁଳ ଗଞ୍ଜେଇ ମିଳିବା ପରେ ଉକ୍ତ ଦୋକାନକୁ ସିଲ୍‌ କରାଯାଇଛି। ଅନୁରୂପ ଭାବେ ସହରର ବିଭିନ୍ନ ସ୍ଥାନରେ ଅବକାରୀ ଦଳ ଚଢ଼ଉ କରି ବିପୁଳ ଗଞ୍ଜେଇ ଓ ମଦ ଜବତ କରିଛି। ଏଥିରେ ସମ୍ପୃକ୍ତ ରହିଥିବା ୧୧ଜଣଙ୍କୁ ଗିରଫ କରିଛି।

୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଶନିଙ୍କ ଓଲଟା ଚଳନକୁ ଗୁରୁ ଉଦୟ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories