ଭୁବନେଶ୍ୱର : ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ସେପ୍ଟେମ୍ବର ୪ ଅର୍ଥାତ୍ ଗୁରୁବାର ସୁନା ଦର ହ୍ରାସ ହୋଇଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୬,୮୬୦ ଟଙ୍କା ରହିଛି । ଗତକାଲି ୧,୦୬,୯୭୦ ଟଙ୍କା ଥିଲା । ଏଥିରେ ୧୧୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୭,୯୫୦ ଟଙ୍କା ରହିଛି । ଗତକାଲି ୯୮,୦୫୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୦,୧୪୦ ଟଙ୍କା ରହିଛି । ଗତକାଲି ୮୦,୨୩୦ ଟଙ୍କା ଥିଲା । ଏଥିରେ ୯୦ ଟଙ୍କା ହ୍ରାସ ହୋଇଛି ।
ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୩,୭୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ଏତିକି ଥିଲା ।
ଏଥର ପିତୃପକ୍ଷରେ ଗଜକେସରୀ ଯୋଗ : ଏହି ରାଶିଙ୍କ ଜୀବନରେ ଘଟିବ କି କି ପରିବର୍ତ୍ତନ, ହଠାତ୍ ହେବେ ଧନୀ..
ଘିଅ, ପନୀର, ଟିଭି,ଫ୍ରିଜ୍, କାର୍ ଶସ୍ତା; ଜାଣନ୍ତୁ ଜିଏସଟି ବୈଠକ ପରେ କେତେ ବଦଳିବ ଘରର ବଜେଟ୍



