୩ ଦିନରେ ବଦଳିଲା ବିଶ୍ୱ ରାଜନୀତି; ଜାଣନ୍ତୁ କିପରି

ନୂଆଦିଲ୍ଲୀ : ସାରା ଦୁନିଆରେ କିଛି ଦିନ ହେବ ଭାରତ-ରୁଷ ଓ ଚୀନ ଜବରଦସ୍ତ ଚର୍ଚ୍ଚାରେ ରହିଛି । ଟ୍ରମ୍ପଙ୍କ ଟାରିଫ୍‌ ପରେ ଏହି ୩ ଦେଶଙ୍କ ଯୋଡି ଏବେ ଆମେରିକା ରାଷ୍ଟ୍ରପତିଙ୍କ ଚିନ୍ତାର କାରଣ ବୋଲି କୁହାଯାଉଛି । ମାତ୍ର ୩ ଦିନରେ ବିଶ୍ୱ ରାଜନୀତି କିପରି ବଦଳିଗଲା, ତା’ ଉପରେ ରହିଛି ସଭିଁଙ୍କ ନଜର । ରିପୋର୍ଟ ଅନୁଯାୟୀ, ଚୀନର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀ ସମଗ୍ର ବିଶ୍ୱର ଦୃଷ୍ଟି … Continue reading ୩ ଦିନରେ ବଦଳିଲା ବିଶ୍ୱ ରାଜନୀତି; ଜାଣନ୍ତୁ କିପରି