ସମାଜ ଡିଜିଟାଲ ଡେସ୍କ: ସାଲେପୁର ନିଆଁରେ ପୋଡି ଗୁରୁତର ହୋଇଥିବା ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କଟକ ଏସ୍ସିବି ମେଡିକାଲରେ ମହିଳା ଜଣଙ୍କ ଚିକିତ୍ସିତ ହେଉଥିଲେ । ୨ତାରିଖ ଅର୍ଥାତ ଗତ ମଙ୍ଗଳବାର ଦିନ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲେ ମହିଳା । ପାରିବାରିକ କଳହରୁ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ପୁଲିସ ସୂଚନା ଦେଇଥିଲା । ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି ।
Popular Categories



