www.samajalive.in
Sunday, December 14, 2025
19.1 C
Bhubaneswar

ବଡ ଖୁସି ନେଇ ଆସୁଛି ସେପ୍ଟେମ୍ବର : ଏହି ରାଶି ହେବେ ହଠାତ୍‌ ଧନୀ..

ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ ସେପ୍ଟେମ୍ବର। ୫ ଦିନ ପରେ ଏହି ମାସ ଆରମ୍ଭ ହେବା ସହ ଏହି ମାସରେ ଅନନ୍ତ ଚତୁଦର୍ଶୀ, ପିତୃପକ୍ଷ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟ ପରାଗ ଓ ଶାରଦୀୟ ନବରାତ୍ର ଭଳି ପ୍ରମୁଖ ପର୍ବପର୍ବାଣି ପାଳନ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ମାସ ଅନେକ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ନେଇ ଆସୁଛି । ଏମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଆର୍ଥିକ ଦୃଷ୍ଟି କୋଣରୁ ମଧ୍ୟ ଖୁବ୍‌ ଖାସ୍‌ । ଏହି ରାଶି ମାଲାମାଲ୍‌ ହେବା ସହ ଦୀର୍ଘ ଦିନର ଇଚ୍ଛା ପୂରଣ ହେବ।

ମେଷ- ଆର୍ଥିକ ଦୃଷ୍ଟି କୋଣରୁ ଅତ୍ୟନ୍ତ ଶୁଭଫଳ ମିଳିବ । ନୂଆ ନୂଆ ସୁଯୋଗ ମିଳିବ । ଲାଗି ରହିଥିବା ଧନ ସମସ୍ୟା ଦୂର ହେବ । ମାନସିକ ଶାନ୍ତି ମିଳିବ । ମନ ଖୁସି ରହିବ । ଟଙ୍କା ସଞ୍ଚୟ କରିବେ । ବ୍ୟବସାୟରେ ବଡ ଧରଣର ଲାଭ ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ ।

- Advertisement -

କର୍କଟ- ଚାକିରିରେ ପଦନ୍ନୋତି ହେବ । ନୂଆ ନୂଆ ସ୍ରୋତରୁ ଧନ ମିଳିବ । ଆର୍ଥିକ ସମସ୍ୟା ଦୂର ହେବ । ଯାତ୍ରାର ଯୋଗ ରହିଛି । ମନ ଖୁସି ରହିବ ।

କନ୍ୟା- ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଆର୍ଥିକ ଦୃଷ୍ଟି କୋଣରୁ ଶୁଭଫଳ ମିଳିବ । ବ୍ୟବସାୟରେ ଶୁଭଫଳ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି । ଅଟକି ରହିଥିବା ଧନ ମିଳିବ ।

କୁମ୍ଭ- ବିଦେଶ ଯାତ୍ରାର ଯୋଗ ରହିଛି । ନୂଆ ଯୋଜନା କରି ସଫଳ ହେବେ । ଆୟରେ ବୃଦ୍ଧି ହେବ ।

ଭାରତରେ ନିର୍ମିତ ପ୍ରଥମ ବ୍ୟାଟେରୀ ଇଲେକ୍ଟ୍ରିକ୍‌ କାରକୁ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories