www.samajalive.in
Friday, December 5, 2025
26.1 C
Bhubaneswar

ବାସ୍‌ ଗୋଟିଏ ଦିନ ପରେ.. ନବପଞ୍ଚମ ଯୋଗ ଏହି ରାଶିଙ୍କୁ କୋଟିପତି କରିବେ ପ୍ରଭୁ ଗଣେଶ..

ଚଳିତ ବର୍ଷ ୨୭ ଅଗଷ୍ଟରେ ଅଗ୍ରପୂଜ୍ୟ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା କରାଯିବ । ଏହି ଦିନ ପ୍ରଭୁଙ୍କର ଉପାସନା କରାଯିବା ସହ ବିଶେଷ ଭାବେ ପୂଜାର୍ଚ୍ଚନା ମଧ୍ୟ କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭାଦ୍ରବ ମାସର ଶୁକ୍ଳପକ୍ଷର ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ପର୍ବ ପାଳନ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଥର ଗଣେଶ ଚତୁର୍ଥୀରେ ଅତ୍ୟନ୍ତ ଶୁଭ ସଂଯୋଗ ହେବାକୁ ଯାଉଛି । ଏହି ଦିନ ଶୁକ୍ର କର୍କଟ ରାଶିରେ ବିରାଜମାନ ହୋଇ ବରୁଣଙ୍କ ସହ ମିଶି ୧୨୦ ଡିଗ୍ରୀରେ ନବ ପଞ୍ଚମ ଯୋଗ ସୃଷ୍ଟି କରିବେ । ଏହାସହ ଏହି ଦିନ ରବି ଯୋଗ, ଧନ ଯୋଗ, ଲକ୍ଷ୍ମୀ-ନାରାୟଣ ଯୋଗ, ଗଜକେସରୀ ଯୋଗ, ଶୁଭ ଯୋଗ ଓ ଆଦିତ୍ୟ ଯୋଗ ସୃଷ୍ଟି ହେବ ।
ଏହି ସମସ୍ତ ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ, ସୁଖ-ସମୃଦ୍ଧି,କର୍ମକ୍ଷେତ୍ର ଓ ବ୍ୟବସାୟରେ ଖାଲି ଲାଭ ହିଁ ଲାଭ ମିଳିବ । ଜାଣନ୍ତୁ..

ମିଥୁନ- ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଅଟକି ଥିବା କାମ ପୂରଣ ହେବ । ବ୍ୟବସାୟରେ ନୂଆ ନୂଆ ସୁଯୋଗ ମିଳିବ ।

- Advertisement -

କର୍କଟ- ଏହି ସମୟ ଅତ୍ୟନ୍ତ ଶୁଭଙ୍କର । ଜୀବନରେ ସଫଳତା ସହ ସୁଖ-ସମୃଦ୍ଧି ବୃଦ୍ଧି ହେବ । ଭଗବାନ ଗଣେଶଙ୍କ କୃପାରୁ ହଠାତ୍‌ ଧନୀ ହେବେ ।

କନ୍ୟା- ପରିବାରରେ ଥିବା ସମସ୍ୟା ଦୂର ହେବ । ଚାକିରିରେ ନୂଆ ଶୁଭଫଳ ସହ ସଫଳତା ମିଳିବ । ସମ୍ପର୍କ ମଜଭୁତ ହେବ ।

ବିଛା – ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଚାକିରି, କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ସମ୍ପର୍କ ମଜଭୁତ ହେବା ସହ ଅନେକ ଦିନର ଇଚ୍ଛା ପୂରଣ ହେବ । ନୂଆ ଯାନ କିଣିବାର ଯୋଗ ରହିଛି ।

କାର୍‌ କିଣିବେ କି? ମାତ୍ର ଏତିକି ଟଙ୍କାରେ ଜବରଦସ୍ତ ଫିଚର ପୁଣି ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ ହେଲା ନୂଆ ଏସୟୁଭି..

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories