www.samajalive.in
Friday, December 12, 2025
19.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନବୀନ ନିବାସ ଯାଇ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ, ନିକଟରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଛନ୍ତି ନବୀନ..

ରାଜ୍ୟରେ ବୁଲା କୁକୁରମାନଙ୍କର ଗଣନା କରିବେ ସରକାର, ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯିବ । ଏବେ ରାଜ୍ୟରେ ୭ଲକ୍ଷ ବୁଲା ଓ ୬୪ହଜାର ପୋଷା କୁକୁର ରହିଛନ୍ତି..

ଜାଣନ୍ତୁ.. ସେପ୍ଟେମ୍ବର ୭ର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାହିଁକି ଖାସ୍‌ : ଏହି ୪ ରାଶିଙ୍କ ଭାଗ୍ୟରେ ହେବ ବଡ ପରିବର୍ତ୍ତନ,ହେବେ ଧନୀ, ମିଳିବ ଏସବୁ..

- Advertisement -

ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ଆଜି ପାଇଁ ୨୦ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ..

ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଖୋଲିଲା ହୀରାକୁଦର ୪ଟି ଗେଟ୍‍, ବାମରୁ ତିନୋଟି, ଡାହାଣରୁ ଗୋଟିଏ ଗେଟ୍‍ ଦେଇ ହେଉଛି ଜଳ ନିଷ୍କାସିତ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମର ଜଳସ୍ତର..

ଅନଲାଇନ ଆପରେ ସୁଭଦ୍ରା ଟଙ୍କା ଲଗାଇ ୩ହଜାର ମହିଳା ସର୍ବସ୍ୱାନ୍ତ, ବାଲିକୁଦା ବ୍ଲକ ଅନନ୍ତପୁର ଫାଣ୍ଡି ଓ ବନ୍ଦର ସାମୁଦ୍ରିକ ଥାନା ଅଞ୍ଚଳରେ ହିଉଜ୍‍ ଇଣ୍ଡିଆ ନାମକ ଏକ ଅନଲାଇନ ଆପ୍‍ ମାଧ୍ୟମରେ ୨୦କୋଟିରୁ ଉଦ୍ଧ୍ୱର୍ ଟଙ୍କା ଠକେଇ ଅଭିଯୋଗ, ପୁଲିସର ତଦନ୍ତ ଆରମ୍ଭ..

କଟକ ସିଡ଼ିଏମଓ ଅଫିସର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀ ଗିରଫ, ୧କୋଟି ୨୪ଲକ୍ଷ ଟଙ୍କା ହେରଫେର ମାମଲାରେ ଗିରଫ କଲା ଭିଜିଲାନ୍ସ, ଶୁକ୍ରବାର ଫାର୍ମ ହାଉସ୍‍, ଘର ଓ କାର୍ଯ୍ୟାଳୟ ସମତେ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ..

ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ୪କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ, ବ୍ୟାଙ୍କକରୁ ଭୁବନେଶ୍ୱର ଆଣିବା ବେଳେ ଧରାପଡିଲା, ଚୋରା ଚାଲାଣ ଅଭିଯୋଗରେ ୨ଜଣ ଅଟକ..

ଅଗଷ୍ଟ ୧୫ରେ ପିଲାଙ୍କୁ ଦେଲେନି ମଧ୍ୟାହ୍ନ ଭୋଜନ, ୩ଟି ବ୍ଲକର ୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍‍ ଜାରି କଲେ ଜିଲା ଶିକ୍ଷା ଅଧିକାରୀ..

ବଢିବ ଓଲା-ଚେତକ୍‌ର ଚିନ୍ତା! ଖୁବ୍‌ ଶୀଘ୍ର ବଜାରକୁ ଆସୁଛି ଟିଭିଏସ୍‌ ଅରବିଟର୍‌ର ଇଲେକ୍ଟ୍ରିକ୍‌ ସ୍କୁଟର,ଦାମ୍‌ ବି କମ୍‌..

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories