ବଢିବ ଓଲା-ଚେତକ୍‌ର ଚିନ୍ତା! ଖୁବ୍‌ ଶୀଘ୍ର ବଜାରକୁ ଆସୁଛି ଟିଭିଏସ୍‌ ଅରବିଟର୍‌ର ଇଲେକ୍ଟ୍ରିକ୍‌ ସ୍କୁଟର,ଦାମ୍‌ ବି କମ୍‌..

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଇଲେକ୍ଟ୍ରିକ୍‌ ବାହନର ଚାହିଦା ଖୁବ୍‌ ବୃଦ୍ଧି ପାଇଛି । ସବୁଠାରୁ ଅଧିକ ଲୋକପ୍ରିୟ ଓ ବିକ୍ରି ହେଉଥିବା ତାଲିକାରେ ଦୁଇ ଚକିଆ ସାମିଲ ରହିଛି । ଦିନକୁ ଦିନ ଆସୁଥିବା ନୂଆ ନୂଆ ଫିଚର ସହ ଡିଜାଇନ୍‌ ଓ ମାଇଲେଜ୍‌ ପାଇଁ ଅନେକ ଦୁଇ ଚକିଆ ଯାନକୁ ଲୋକେ ବେଶ ପସନ୍ଦ କରିଛନ୍ତି । ନିକଟରେ ଟିଭିଏସ ଏକ ବଡ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଟିଭିଏସ ମୋଟର ଘୋଷଣା କରିଛି … Continue reading ବଢିବ ଓଲା-ଚେତକ୍‌ର ଚିନ୍ତା! ଖୁବ୍‌ ଶୀଘ୍ର ବଜାରକୁ ଆସୁଛି ଟିଭିଏସ୍‌ ଅରବିଟର୍‌ର ଇଲେକ୍ଟ୍ରିକ୍‌ ସ୍କୁଟର,ଦାମ୍‌ ବି କମ୍‌..