ଜାଣନ୍ତୁ.. ସେପ୍ଟେମ୍ବର ୭ର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାହିଁକି ଖାସ୍‌ : ଏହି ୪ ରାଶିଙ୍କ ଭାଗ୍ୟରେ ହେବ ବଡ ପରିବର୍ତ୍ତନ,ହେବେ ଧନୀ, ମିଳିବ ଏସବୁ..

ବର୍ଷ ୨୦୨୫ର ୨ୟ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବରରେ ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟି କୋଣରୁ ଏହି ଚନ୍ଦ୍ରଗ୍ରହଣ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ କୁମ୍ଭ ରାଶିରେ ପୂର୍ବାଭାଦ୍ରପଦ ନକ୍ଷତ୍ରରେ ହେବାକୁ ଯାଉଛି । ଏହାରେ ଚନ୍ଦ୍ରମା ଓ ରାହୁଙ୍କ ସଂଯୋଗ ହେବାକୁ ଯାଉଛି । ଗ୍ରହଙ୍କ ଏହି ସଂଯୋଗ ଫଳରେ କିଛି ରାଶିରେ ଜୀବନରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିଙ୍କୁ ବଡ ସଫଳତା ମିଳିବା ସହ … Continue reading ଜାଣନ୍ତୁ.. ସେପ୍ଟେମ୍ବର ୭ର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାହିଁକି ଖାସ୍‌ : ଏହି ୪ ରାଶିଙ୍କ ଭାଗ୍ୟରେ ହେବ ବଡ ପରିବର୍ତ୍ତନ,ହେବେ ଧନୀ, ମିଳିବ ଏସବୁ..